୧୧ ଯାଏ ଏସ୍‌ବିଆଇ ମୁଖ୍ୟ ଶାଖା ସିଲ୍: ବାହାରିଲେ ଆଉ ୧୭ ଆକ୍ରାନ୍ତ

ଭୁବନେଶ୍ବର : ୟୁନିଟ୍‌-୧ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖାରୁ ଆଉ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ବ୍ୟାଙ୍କର ତଳ ଓ ପ୍ରଥମ ମହଲାକୁ ଆଉ ୪ଦିନ ପାଇଁ ସିଲ୍‌ କରାଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କକୁ ସିଲ୍‌ କରାଯାଇଛି ବୋଲି ଆଜି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏପ୍ରିଲ ୪ ତାରିଖରେ ବ୍ୟାଙ୍କର ୭ଜଣ କର୍ମଚାରୀ ସଂକ୍ରମିତ ଜଣାପଡ଼ିବା ପରେ ବିଏମ୍‌ସି ବ୍ୟାଙ୍କକୁ ୪ରୁ ୬ତାରିଖ ପର୍ଯ୍ୟନ୍ତ … Continue reading ୧୧ ଯାଏ ଏସ୍‌ବିଆଇ ମୁଖ୍ୟ ଶାଖା ସିଲ୍: ବାହାରିଲେ ଆଉ ୧୭ ଆକ୍ରାନ୍ତ